Browsing Tag

youth dead body found

ମନ୍ଦିର କୂଅରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ, ତିନି ଦିନ ହେବ ଥିଲେ ନିଖୋଜ

ଆଠଗଡ଼ (କେନ୍ୟୁଜ): ମନ୍ଦିର କୂଅରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ । ତିନି ଦିନ ହେବ ନିଖୋଜ ଥିଲେ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପତିତପାବନ ମନ୍ଦିର ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ଜଣଙ୍କ ହେଲେ ସନ୍ତୋଷ ଚନ୍ଦ। ଖବର ପାଇ ତିଗିରିଆ ପୋଲିସ୍ ଓ…

ଗାଧୋଇବାକୁ ଯାଇ ଆଉ ଫେରିଲେନ, ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଥାନା ଅନ୍ତର୍ଗତ ମହୁଲପଡା ଗ୍ରାମ ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ମହୁଲପଡା ଗ୍ରାମର ବଂଶୀଧର କିସାନ ବୋଲି ଜଣାପଡିଛି । ବଂଶୀଧର ଆଜି ସକାଳୁ ଗାଧୋଇବାକୁ ଯାଇଥିଲେ । ତେବେ ସେ ଅନେକ ସମୟଧରି ଘରକୁ ଫେରି…

ପୁରୀ ଇଡ଼କୋ ରୋଡ଼ ପାର୍ଶ୍ୱ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର, ପାଖରେ ପଡିଥିବା ବ୍ଯାଗରୁ ମିଳିଛି ପରିଚୟପତ୍ର

ପୁରୀ(କେନ୍ଯୁଜ୍): ପୁରୀ ସଦର ଥାନା ଅନ୍ତର୍ଗତ ସିପସରୁବାଲି ଅଂଚଳ ଇଡ଼କୋ ରୋଡ଼ ପାର୍ଶ୍ୱ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର । ସେଠାରେ ପଡିଥିବା ଏକ ବ୍ୟାଗରୁ ପରିଚୟପତ୍ର ମିଳିଛି । ଭୁବେନେଶ୍ୱର ସ୍ଥିତ ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିର ସଂଜୀବ ମାଝୀ ବୋଲି ପରିଚୟ ପତ୍ରରେ ଉଲେଖ ରହିଛି…

ସତ୍ୟନଗର ଓଭରବ୍ରିଜ୍‌ ତଳୁ ଯୁବକର ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ୍‌) : ପ୍ରତିଦିନ କିଛି ନା କିଛି ଅଘଟଣ ଲାଗି ରହିଛି ରାଜଧାନୀ ଭୁବନେଶ୍ୱରରେ । ଏଇମାତ୍ର ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ସତ୍ୟ ନଗର ଓଭର ବ୍ରିଜ ତଳୁ ରେଳ ଧାରଣା ନିକଟରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ଶୁଣିବାକୁ ମିଳୁଛି କି ଯୁବକ ଜଣକ ଓଭରବ୍ରିଜ୍‌ ଉପରୁ…