ପୁରୀ ଇଡ଼କୋ ରୋଡ଼ ପାର୍ଶ୍ୱ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର, ପାଖରେ ପଡିଥିବା ବ୍ଯାଗରୁ ମିଳିଛି ପରିଚୟପତ୍ର

ପୁରୀ(କେନ୍ଯୁଜ୍): ପୁରୀ ସଦର ଥାନା ଅନ୍ତର୍ଗତ ସିପସରୁବାଲି ଅଂଚଳ ଇଡ଼କୋ ରୋଡ଼ ପାର୍ଶ୍ୱ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର । ସେଠାରେ ପଡିଥିବା ଏକ ବ୍ୟାଗରୁ ପରିଚୟପତ୍ର ମିଳିଛି ।

ଭୁବେନେଶ୍ୱର ସ୍ଥିତ ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିର ସଂଜୀବ ମାଝୀ ବୋଲି ପରିଚୟ ପତ୍ରରେ ଉଲେଖ ରହିଛି । ପୋଲିସ ଅପମୁର୍ତ୍ତୃ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.