Below header

ଯୁବକଙ୍କ ଉପରେ ମାଡି ଗଲା ଟ୍ରକ, ଟ୍ରକରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ

ଵଲାଙ୍ଗିର ସମ୍ବଲପୁର ରାସ୍ତାରେ ସଡ଼କ ଦୁର୍ଘଟଣା । ଯୁବକଙ୍କ ଉପରେ ମାଡି ଗଲା ଟ୍ରକ । ଗାନ୍ଧୀ ନଗର ପଡ଼ାରେ ଦୁର୍ଘଟଣା ।

ଵଲାଙ୍ଗିର(କେନ୍ୟୁଜ) : ଵଲାଙ୍ଗିର ସମ୍ବଲପୁର ରାସ୍ତାରେ ସଡ଼କ ଦୁର୍ଘଟଣା । ଯୁବକଙ୍କ ଉପରେ ମାଡି ଗଲା ଟ୍ରକ । ଗାନ୍ଧୀ ନଗର ପଡ଼ାରେ ଦୁର୍ଘଟଣା । ମୃତକ ହେଲେ ବିକାଶ ବାଘାର  । ଘଟଣା ସ୍ଥଳରେ ଉତ୍ତେଜନା । ଟ୍ରକରେ ଲଗାଇଲେ ନିଆଁ ଉତ୍ୟକ୍ତ ଲୋକେ । ରାସ୍ତା ଅବରୋଧ କରି କ୍ଷତି ପୁରାଣ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.