Below header

ସରପଞ୍ଚଙ୍କ ନିଆରା ପ୍ରୟାସ, ଗୀତ ଗାଇ କରୁଛନ୍ତି ସଚେତନ

ଖୋର୍ଦ୍ଧା: ଗୀତ ଗାଇ ସଚେତନ କଲେ ସରପଞ୍ଚ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ପଞ୍ଚାୟତର ସରପଞ୍ଚ ସରୋଜିନୀ ଖୁଣ୍ଟିଆ ଗୀତ ଗାଇ ଲୋକଙ୍କୁ କରୋନା ସଂକ୍ରମଣ ନେଇ ସଚେତନ କରୁଛନ୍ତି। ସରପଞ୍ଚଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସଂକ୍ରମଣ ବଢୁଥିବାରୁ ପଞ୍ଚାୟତର ସମସ୍ତ ଅଙ୍ଗନଓ୍ଵାଡ଼ି କର୍ମୀ, ସମିତି ସଭ୍ୟଙ୍କୁ ଡାକି ବୈଠକ କରାଇଥିଲେ। ଗତବର୍ଷ ମଧ୍ୟ ସଂକ୍ରମଣ ବଢୁଥିବାବେଳେ ଗୀତ ଗାଇଥିଲେ ସରପଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.