ବୈଠକ ଚାଲିଥିବାବେଳେ ଚେୟାର ମାଡ଼, ଫାଟିଲା ସରପଞ୍ଚଙ୍କ ମୁଣ୍ତ
ବୈଠକ ଚାଲିଥିବାବେଳେ ହଠାତ ହୋହାଲ୍ଲା ହେଲା । ଯୁକ୍ତି ତର୍କରେ କମ୍ପିଲା ବ୍ଲକ ପରିସର । ଏହି ସମୟରେ ହଠାତ ସରପଞ୍ଚଙ୍କ ମୁଣ୍ଡରେ ଚେୟାର ମାଡ଼ ହେଲା । ଧାର ଧାର ହୋଇ ବହିଗଲା ରକ୍ତ । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଗଲେ ଉପସ୍ଥିତ ଥିବା ସମସ୍ତ ମେମ୍ବର । ଗଣ୍ଡଗୋଳ ଯେ ଏମିତି…