ଆଜିଠୁ ଜୟପୁରରୁ ଭୁବନେଶ୍ୱରକୁ ଉଡ଼ିବ ଦ୍ବିତୀୟ ବିମାନ

ଆଜିଠୁ ଭୁବନେଶ୍ୱରକୁ ଉଡ଼ିବ ଦ୍ବିତୀୟ ବିମାନ। ଜୟପୁରରୁ ଭୁବନେଶ୍ୱ ର ଓ ଭୁନେଶ୍ୱରରୁ ଜୟପୁର ମଧ୍ୟରେ ଦ୍ବିତୀୟ ବିମାନ ଚଳାଚଳ କରିବ।

ଆଜିଠୁ ଭୁବନେଶ୍ୱରକୁ ଉଡ଼ିବ ଦ୍ବିତୀୟ ବିମାନ। ଜୟପୁରରୁ ଭୁବନେଶ୍ୱ ର ଓ ଭୁନେଶ୍ୱରରୁ ଜୟପୁର ମଧ୍ୟରେ ଦ୍ବିତୀୟ ବିମାନ ଚଳାଚଳ କରିବ। ୯ ସିଟ୍ ବିଶିଷ୍ଟ ଏହି ଦ୍ବିତୀୟ ବିମାନ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିବ। ସକାଳ ୬ଟାରେ ଭୁବନେଶ୍ୱରରୁ ବାହାରି ଜୟପୁରରେ ପହଞ୍ଚିବ। ସକାଳ ୮ଟାରେ ଜୟପୁର ଏୟାରପୋର୍ଟରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.