Below header

ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର, ହାତ ବାନ୍ଧି ରାସ୍ତାରେ ଚଲାଇବା ପରେ ପୋଲିସ୍ ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର: ଚୋରକୁ ରାସ୍ତାରେ ବାନ୍ଧି ଚଲାଇବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର । ଭିଲାଇ ଗାଁର ଗଣେଶ ମାଝୀ ଚୋରି କରୁଥିବା ବେଳେ ଗାଁ ଲୋକେ ତାଙ୍କୁ ଧରିଥିଲେ । ଗଣେଶର ଦୁଇ ହାତକୁ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ଗୋପାଳପୁର ଫାଣ୍ଡିରେ ଜିମା ଦେଇଛନ୍ତି । ଗଣେଶ ଓ ତାର ସହଯୋଗୀମାନେ ଜିଲ୍ଲାର ବସ୍ତା, ବାଲିଆପାଳ, ଆଡିଆ ଆଦି ସ୍ଥାନରୁ ଚୋରି କରୁଥିବା ସ୍ୱୀକାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.