Below header
Browsing Tag

stealing

ଚୋରି କରି ପୁଣି ଏତେ ଲାଜ: ଯୁବକଙ୍କ କାରନାମା ଜାଣିଲେ ମୁଣ୍ଡରେ ହାତ ଦେବେ

ଭୁବନେଶ୍ୱର(କେନ୍ୟୁଜ): ଓ ଭାଇ ଟିକେ ରହିଲ ରହିଲ, ଆଜ୍ଞା ଏ କିଏ କି ? ଏମିତି କାହିଁକି ମୁହଁକୁ ହାତରେ ଲୁଚେଇ ଲୁଚେଇ ଯାଉଛି । ଭାଇ ଟିକେ ଆଗକୁ ଦେଖି ଚାଲ ନହେଲେ କୋଉଠି କାହା ସହ ଧକ୍କା ହେବ, ନହେଲେ କୋଉ କାନ୍ଥରେ ଯାଇ ବାଡେଇ ହେବ । ଆରେ ରହିଯାଅ ଭାଇ କାହିଁକି ଏମିତି ହାତରେ ମୁହଁ ଘୋଡାଉଛ…

ସ୍କୁଲରେ ଚୋରି କରି ଧରା ପଡ଼ିଲେ, ଜବତ ହେଲା ନଗଦ ୬୦ ହଜାର ଟଙ୍କା

ମୟୂରଭଞ୍ଜ (କେନ୍ୟୁଜ): ଆଜି କାଲିର ଚୋରମାନେ ନିଜକୁ ମହା ଚାଲାକ ଭାବୁଛନ୍ତି । ଚୋରି କରି ଖସି ପଳାଉଛନ୍ତି ଆଉ ଭାବୁଛନ୍ତି ପୋଲିସ ଚୋରଙ୍କ ଟେର ପାଇବନି । କିନ୍ତୁ ଚୋର ଯେତେ ଚାଲାକ ହେଲେ ବି ଦିନେ ନା ଦିନେ ଧରା ପଡ଼େ । ସମାନ ଭାବେ ସୁଇ ଜଣ ଚୋରଙ୍କ ଚାଲାକି ଧରା ପଡ଼ିଛି ଆଉ ପୋଲିସ ନିଜର…

ଠାକୁରଙ୍କ ମୂର୍ତ୍ତି ଚୋରି ପରେ ବି ନେଇପାରିଲେନି ଦୁର୍ବୃତ୍ତ, ନଦୀ ବନ୍ଧରେ ଛାଡି ପଳାଇଲେ

ଭୁବନେଶ୍ୱର (କେନ୍ୟୁଜ): ଠାକୁରଙ୍କ ମୂର୍ତ୍ତି ଚୋରି ପରେ ବି ନେଇପାରିଲେନି ଦୁର୍ବୃତ୍ତ। ମନ୍ଦିରରୁ ଉଠାଇ ଆଣି ନଦୀ ବନ୍ଧରେ ଛାଡିଗଲେ ମୂର୍ତ୍ତି। ପିପିଲି ବ୍ଲକ ଗୋବର୍ଦ୍ଧନପୁର ସ୍ଥିତ ଦୟା ନଦୀ ବନ୍ଧରେ ଶିବ ପାର୍ବତୀଙ୍କ ପୁରୁଣା ମୂର୍ତ୍ତି ରଖି ପଳାଇଲେ ଚୋର! ଜରି ଅଖାରେ ବନ୍ଧା ହୋଇଥିବା…

କାରରେ ଆସି ଚୋରି କରିଲେ ଫୁଲଗଛ, ଭିଡିଓ ହେଲା ଭାଇରାଲ

ଚୋରି ଖବର ପ୍ରାୟତଃ ହେଡଲାଇନରେ ରହିଥାଏ । ଆପଣ ସବୁବେଳେ ଶୁଣୁଥିବେ ଯେ କାହାର ସୁନା ଗହଣା ଚୋରି ହୋଇଯାଇଛି ତ କାହାର ଗାଡି । ସାଧାରଣତଃ ସବୁବେଳେ ମୂଲ୍ୟବାନ ଜିନିଷ ଚୋରି ହେବାର ଖବର ଆସିଥାଏ । ଚୋରି ଖବର ତ ଆପଣ ପ୍ରତିଦିନ ଦେଖୁଥିବେ ହେଲେ ଯେତେବେଳେ ଜଣେ ମହିଳା ଚୋରି କରନ୍ତି ସେତେବେଳେ…

ପୁଣି ଭୁବନେଶ୍ୱରରେ ମାତିଲା ବବୁଆ, ମାଷ୍ଟର କି’ ଧରି ଗାଡ଼ି ଲୁଟି ନେଲା

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଭୁବନେଶ୍ୱରରେ ମାତିଲା ବବୁଆ । ବାଇକ୍‌କୁ ଚୋରି କରି ନେଇଗଲା ଚୋର ବବୁଆ । ସିସିଟିଭିରେ ଲାଇଭ୍‌ ଲୁଟ୍‌ର ଚିତ୍ର । ମାଷ୍ଟର କି’ ଧରି ଗାଡ଼ି ଲୁଟି ନେଲା ମାଷ୍ଟର ମାଇଣ୍ଡ। ଦୁଇ ମିନିଟ୍‌ରେ ଲୁଟି ନେଲା ବାଇକ୍‌। ମୋଷ୍ଟ ୱାଣ୍ଟେଡ୍‌ ବାଇକ୍‌ ଚୋର ବବୁଆକୁ ଖୋଜୁଛି…

ସୌଖୀନ ଚୋର : ଆପାର୍ଟମେଣ୍ଟରୁ ଚୋରି କରୁଛି ବ୍ରାଣ୍ଡେଡ ପୋଷାକ

ଚୋର ର ନାଁ ଶୁଣିଲେ ହଠାତ ଆମ ମନକୁ ଆସେ କି ଏମାନେ ସିଏ ଯିଏକି ଘରୁ ଟଙ୍କା ସୁନା ଗହଣା ଚୋରି କରି ନେଇଯାଇଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଚୋରକୁ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣଙ୍କ ଆଗରେ ଚୋରର ସଜ୍ଞା ବଦଳିଯିବ । ଆଜ୍ଞା ହଁ ଠିକ କହିଲି.. କାହିଁକି ନା ଏହି ଭଦ୍ର…

ବାଲେଶ୍ବର ଚାଲୁଣି ଗାଁରେ ବାଇକ୍ ଚୋରି କରୁଥିବାବେଳେ ଧରାପଡିଲେ ତିନି ଯୁବକ, ନିର୍ଦ୍ଧୁମ ମାଡ ମାରିଲେ ଲୋକେ

ସୋର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଚାଲୁଣି ଗାଁରେ ବାଇକ ଚୋରି କରୁଥିବା ବେଳେ ତିନି ଜଣ ଯୁବକଙ୍କୁ ଧରି କାବୁ କଲେ ଗ୍ରାମବାସୀ । ଏହାପରେ ନିର୍ଦ୍ଧୁମ ମାଡ ମାରିଥିଲେ। ଖାଲି ସେତିକି ନୁହେଁ ଖୁଣ୍ଟରେ ବାନ୍ଧି ରଖି ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ସୂଚନା ମୁତାବକ ତିନିଜଣ ଯୁବକ…

ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର, ହାତ ବାନ୍ଧି ରାସ୍ତାରେ ଚଲାଇବା ପରେ ପୋଲିସ୍ ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର: ଚୋରକୁ ରାସ୍ତାରେ ବାନ୍ଧି ଚଲାଇବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର । ଭିଲାଇ ଗାଁର ଗଣେଶ ମାଝୀ ଚୋରି କରୁଥିବା ବେଳେ ଗାଁ ଲୋକେ ତାଙ୍କୁ ଧରିଥିଲେ । ଗଣେଶର ଦୁଇ ହାତକୁ ବାନ୍ଧି ରାସ୍ତାରେ…

ମୋହନା: ଲକଡାଉନ ବେଳେ ଚାନ୍ଦିପୁଟ ମୁଖ୍ୟ ବଜାରରୁ ଚୋରି ଘଟଣାରେ ୩ ଗିରଫ

ମୋହନା(କେନ୍ୟୁଜ): ଗତ ଗୁରୁବାର ମଧ୍ୟରାତ୍ରୀ ରେ ଗଜପତି ଜ଼ିଲ୍ଲା ମୋହନା ଥାନା ଚାନ୍ଦିପୁଟ ଗ୍ରାମର ଏକ ଦୋକାନ ଏବଂ ସ୍କୁଲ ରୁ ଚୋରି ଘଟଣାରେ ପୋଲିସ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଗିରଫ ମାନେ ହେଲେ ଚାନ୍ଦିପୁଟ ର ଅନିଲ ମହାପାତ୍ର,ସୁଦର୍ଶନ ମହାଙ୍କୁଡ ଏବଂ ଗୋଳନ୍ଥରା ଥାନା ସୁନପୁର…

ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଆଭିଯୋଗରେ ୩ ଜଣ ଗିରଫ୍, ଚୋରିରେ ସ୍କୁଲ କର୍ମଚାରୀଙ୍କର ହାତ ନାହିଁ ତ ?

ଗଜପତି ଜିଲ୍ଲା ରା.ଉଦୟଗିରି ସହରର ଚାଞ୍ଚଡ଼ା ସ୍ଥିତ ଗୋପବନ୍ଧୁ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ସ୍କୁଲ ଷ୍ଟୋର୍‌ ରୁମ୍‌ରେ ରଖା ଯାଇଥିବା ଚାଉଳକୁ ଗତ ଗୁରୁବାର ଅଧରାତିରେ…