ପୁଣି ଭୁବନେଶ୍ୱରରେ ମାତିଲା ବବୁଆ, ମାଷ୍ଟର କି’ ଧରି ଗାଡ଼ି ଲୁଟି ନେଲା

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଭୁବନେଶ୍ୱରରେ ମାତିଲା ବବୁଆ । ବାଇକ୍‌କୁ ଚୋରି କରି ନେଇଗଲା ଚୋର ବବୁଆ । ସିସିଟିଭିରେ ଲାଇଭ୍‌ ଲୁଟ୍‌ର ଚିତ୍ର । ମାଷ୍ଟର କି’ ଧରି ଗାଡ଼ି ଲୁଟି ନେଲା ମାଷ୍ଟର ମାଇଣ୍ଡ। ଦୁଇ ମିନିଟ୍‌ରେ ଲୁଟି ନେଲା ବାଇକ୍‌। ମୋଷ୍ଟ ୱାଣ୍ଟେଡ୍‌ ବାଇକ୍‌ ଚୋର ବବୁଆକୁ ଖୋଜୁଛି ପୋଲିସ।

ସେ ଚୋରି କରୁଥିବା ବେଳେ ସିସିଟିଭିରେ ଚିତ୍ର କଏଦ୍‌ ହୋଇଥିବା ଜଣାପଡିଛି Iସହିଦନଗର ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ବବୁଆ ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.