ଆଜିଠୁ ଭୁବନେଶ୍ୱରରେ ୩ୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ, ପାଖାପାଖି ୧୫୦୦ ଜଣଙ୍କ ଠାରୁ ସଂଗ୍ରହ କରାଯିବ ସାମ୍ପଲ୍

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୩ୟ ପର୍ଯ୍ୟାୟ ସେରୋ ସର୍ଭେ। RMRC ଓ BMCର ଟିମ୍‌ ମିଳିବ ଭାବେ ସର୍ଭେ କରିବେ। ଆଜିଠୁ ୧୮ ତାରିଖ ଯାଏ ଚାଲିବ ସର୍ଭେ। BMCର ୨୫ଟି ଓ୍ଵାର୍ଡରେ ସର୍ଭେ କରିବ ୫ଟି ଟିମ୍‌। ୧୫୦୦ ଜଣଙ୍କ ଠାରୁ ସାମ୍ପଲ ସଂଗ୍ରହ କରାଯିବ।

କେତେ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଶ୍ଟି ହୋିଛି ଓ ଗୋଷୀ ସଂକ୍ରମଣ ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ହେବ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱରରେ ସେରୋ ସର୍ଭେ କରାଯାଇଥିଲା। ଜୁଲାଇ ମାସରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.