Below header

ଅମରେଶ ନାୟକ ହତ୍ୟା ଘଟଣାରେ ତିନି ଜଣ ଗିରଫ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସୁନ୍ଦରପଦା ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍‌ । ସେମାନେ ହେଲେ ଶଙ୍କର ବସ୍ତିଆ, ଗଜେନ୍ଦ୍ର ଓ ଜିତେନ୍ଦ୍ର । ଏହି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୋଲିସ୍‌ ସେମାନଙ୍କୁ ପଚରା ଉଚରା କରୁଛି । ତେବେ ବାଣଫୁଟାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ମୃତ ଅମରେଶ ସହ ଗଜେନ୍ଦ୍ରର ପ୍ରଥମେ ଝଗଡା ହୋଇଥିଲା । ଏହି ବିବାଦ ପରେ ଉଗ୍ର ରୂପ ନେଇଥିଲା ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.