Below header

ମାଲକାନଗିରି ସଦର ଥାନା ଅନ୍ତର୍ଗତ ଏମଭି-୪୭ ନିକଟରେ ଦୁର୍ଘଟଣା ଅଟୋ ଓ ଏକ ମିିନି ଟ୍ରକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୩ ମୃତ

ମାଲକାନଗିରି: ସଡ଼କ ଦୁର୍ଘଟଣାରେ ୩ ମୃତ । ମାଲକାନଗିରି ସଦର ଥାନା ଅନ୍ତର୍ଗତ M.V -47 ନିକଟରେ ଦୁର୍ଘଟଣା ଘଟିଛି । ଅଟୋ ଓ ଏକ ମିିନି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ଅଟୋରେ ଯାତ୍ରୀମାନେ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କର ସଦର ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ମାଲକାନଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.