Below header

ଆର୍ମି ଇଣ୍ଟରଭ୍ୟୁ ପାଇଁ ଆସିଥିଲେ କିନ୍ତୁ ଭୁଲିପାରିଲେନି ସ୍ବଭାବ, ଯୁବତୀଙ୍କୁ କମେଣ୍ଟ ମାରି ଗିରଫ ହେଲେ ୩ ଯୁବକ

ଭୁବନେଶ୍ବର (କେନ୍ୟୁଜ୍) : ଆର୍ମି ଇଣ୍ଟରଭ୍ୟୁ ପାଇଁ ଆସି ଗିରଫ ହେଲେ ତିନି ଜଣ ଯୁବକ । ଯୁବତୀଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । କ୍ୟାପିଟାଲ ଥାନା ପୋଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ତିନି ଜଣ ଯୁବକ ହେଲେ ବିଦେଶ ଯାଦବ, ଶୁଭମ ସିଂ ଓ ଅଙ୍କିତ କୁମାର । ଏମାନେ ସମସ୍ତେ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.