Below header

ଛତିଶଗଡର ରାଜନନ୍ଦ ଗାଓଁ ଜିଲ୍ଲାରେ ଅଭାବନୀୟ ଘଟଣା: ଟ୍ରେନ୍‌ ଧକ୍କାରେ ଗଲା ବର୍ଷକର ବାଘ ଛୁଆର ଜୀବନ

ମାଲକାନଗିରି: ଟ୍ରେନ୍‌ ଧକ୍କାରେ ଗଲା ବାଘ ଛୁଆର ଜୀବନ । ବର୍ଷକର ବାଘଛୁଆ ଉପରେ ମାଡିଗଲା ମାଲବାହୀ ଟ୍ରେନ୍‌ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ରାଜନନ୍ଦ ଗାଓଁ ଜିଲ୍ଲାରେ ଅଭାବନୀୟ ଘଟଣା ।

ଖାଦ୍ୟ ସନ୍ଧାନରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଟ୍ରେନ୍‌ ଧକ୍କାରେ ଦୁଇଟି ଭାଲୁଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ଏହି ସ୍ଥାନେର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.