ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ବଡ଼ଗାଁ ବ୍ଲକ୍ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ। ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ।
ପର୍ଶୁରାମଙ୍କ ଅଫିସର, ରଙ୍ଗ ଡିପା ଘର ସହ ଲେପ୍ରିପଡ଼ାସ୍ଥିତ ଘରେ ମଧ୍ୟ ରେଡ୍ ଚାଲିଛି। ଭୁନେଶ୍ୱରରେ ଜମି ସହ କାର, ୩ଟି ବାଇକ୍ ଅନେକ ବ୍ୟାଙ୍କର ଜମା ଥିବା ଜଣାପଡିଛି ।