Below header
Browsing Tag

tiger death

ଶିମିଳିପାଳରେ ମହାବଳ ବାଘ ମୃତ୍ୟୁ ଘଟଣା, ଦେହରେ କୌଣସି କ୍ଷତ ଚିହ୍ନ ନଥିବା ସୂଚନା

ଶିମିଳିପାଳ (କେନ୍ୟୁଜ): କେମିତି ହେଲା ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ ? ଚାଲିଛି ତନାଘନା ତଦନ୍ତ । ମୟୂରଭଞ୍ଜ ଜିଲ୍ଲା ନଅଣା ରେଞ୍ଜ ଅଧିନ ଡୁଡୁରୁଚମ୍ପା ଅଞ୍ଚଳରୁ ବାଘର ମୃତଦେହ ଠାବ କରାଯାଇଛି। ମୃତ ମହାବଳ ବାଘର ବୟସ ସାଢ଼େ ୩ ବର୍ଷ ହେବ। ଗତ ୫ ତାରିଖ ରାତିରେ ପାଟ୍ରୋଲିଂ କରୁଥିବା…

ବାଘର ଗଳିତ ମୃତଦେହ ଉଦ୍ଧାର, କିଏ ମାରିଛି ? ନା ସ୍ବାଭାବିକ୍ ମୃତ୍ୟ; କାରଣ ଅସ୍ପଷ୍ଟ 

ଆଠମଲ୍ଲିକ (କେନ୍ୟୁଜ): ବାଘର ଗଳିତ ମୃତଦେହ ଉଦ୍ଧାର । ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ମିଣ୍ଡୋଳ ଗାଁର କାଜୁ ବଗିଚାରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ଶିକାରୀ ଫାଶରେ ପଡି ବାଘଟିର ମୃତ୍ୟୁ ହେଇଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତରେ ବାଘଟିର ମୃତ୍ୟୁ କିପରି ହେଲା,…

ନନ୍ଦନକାନନରେ ପୁଣି ଆଉ ଏକ ବାଘ ଛୁଆ ବିବେକର ମୃତ୍ୟୁ

ଭୁବନେଶ୍ବର(କେନ୍ୟୁଜ): ନନ୍ଦନକାନନରେ ପୁଣି ଏକ ବାଘ ଛୁଆ ବିବେକର ମୃତ୍ୟୁ । ଧଳା ବାଘୁଣୀ ରୂପାର , ଆଉ ଏକ ନାଲି ମାଇ ଛୁଆ ଆଖି ବୁଜିଛି। ମୃତ ଛୁଆଟି ଜନ୍ମ ହେବା ଦିନଠାରୁ ତାକୁ ମାଆ ଠାରୁ ଅଲଗା ରଖାଯାଇଥିଲା। କର୍ତ୍ତୁପକ୍ଷ ଛୁଆକୁ ଭେଟେନାରୀରେ ରଖି ନିଜ ହେପାଜତରେ ପାଳନ କରୁଥିଲେ। ତେବେ…

ନନ୍ଦନକାନନରେ ପୁଣି ଏକ ଅଣ୍ଡିରା ବାଘ ଛୁଆ ବିବେକର ମୃତ୍ୟୁ

ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନରେ ପୁଣି ଏକ ଅଣ୍ଡିରା ବାଘ ଛୁଆ ବିବେକର ମୃତ୍ୟୁ । ବାଘ ଛୁଆ ଗତକାଲି ଖୁଆଡ ଭିତରେ ବୁଲିବା ବେଳେ ବାମ ପାର୍ଶ୍ଵର ପଛ ପଟ ଗୋଡରେ ଯନ୍ତ୍ରଣା ପାଉଥିବା ଦେଖିବାକୁ ମିଳିଥିଲା । ସେ ଛୋଟେଇବା ଦେଖି ତାକୁ ଖୁଆଡ ଭିତରୁ ବାହାର କରାଯାଇ ଭେଟେନାରୀକୁ ଆଣି…

ଆଠଗଡ଼ : ବାରହା ପାଇଁ ଫାଶ ବସିଥିଲା, ସେଥିରେ ବାଘ ପଡ଼ି ମଲା

ଆଠଗଡ଼(କେନ୍ଯୁଜ୍): ବାର୍‌ହା ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡି ବାଘ ମୃତ। ଆଠଗଡ଼ ବନଖଣ୍ଡ ତିଗିରିଆ ବନାଞ୍ଚଳ ଭିରୁଡା ସୋରିଷ ପାହାଡ ନିକଟରେ ବାର୍‌ହା ଶୀକାର ପାଇଁ ଜାଲ ବିଛାଇଥିଲା ଶିକାରୀ । ତେବେ ଏହି ଜାଲରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଖବର ପାଇ ମଧ୍ୟ ବନବିଭାଗ…

ଛତିଶଗଡର ରାଜନନ୍ଦ ଗାଓଁ ଜିଲ୍ଲାରେ ଅଭାବନୀୟ ଘଟଣା: ଟ୍ରେନ୍‌ ଧକ୍କାରେ ଗଲା ବର୍ଷକର ବାଘ ଛୁଆର ଜୀବନ

ମାଲକାନଗିରି: ଟ୍ରେନ୍‌ ଧକ୍କାରେ ଗଲା ବାଘ ଛୁଆର ଜୀବନ । ବର୍ଷକର ବାଘଛୁଆ ଉପରେ ମାଡିଗଲା ମାଲବାହୀ ଟ୍ରେନ୍‌ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ରାଜନନ୍ଦ ଗାଓଁ ଜିଲ୍ଲାରେ ଅଭାବନୀୟ ଘଟଣା । ଖାଦ୍ୟ ସନ୍ଧାନରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୂର୍ବରୁ…

ବୁଗୁଡ଼ା ବନାଞ୍ଚଳ ପରିସରରେ ମୃତ ବାଘର ହେଲା ଅନ୍ତିମ ସତ୍କାର

ଭଞ୍ଜନଗର: ମୃତ ବାଘକୁ ବନବିଭାଗର ନିୟମ ପ୍ରକାରେ କରାଯାଇଛି ଅନ୍ତିମ ସତ୍କାର। ବନ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ୟବଛେଦ ପରେ ବାଘଟିକୁ ପୋଡି ଦିଆଯାଇଛି । ସୂଚନା ଅନୁଯାୟୀ, ଗଂଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ, ନଗୁଡୁ ଗାଁ ନିକଟ ଜଙ୍ଗଲରେ, ବାରହା ଫାସରେ ଏକ କଲରାପତରିଆ ବାଘ ଫସି…

ସୁନ୍ଦରଗଡ଼ ଦାଘୋରା ନିକଟ ରେଳଧାରଣାରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ରେଳ ଧାରଣାରୁ ବାଘର ମୃତଦେହ ଉଦ୍ଧାର। ଦାଘୋରା ନିକଟ ରେଳଧାରଣାରୁ କଲରାପତରିଆ ବାଘର ମୃତଦେହକୁ ଉଦ୍ଧାର କରିଛି ବନବିଭାଗ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବନଖଣ୍ଡ ରାମ୍ପିଆ ଗାଁରେ ବାଘଟି ପଶି ଲୋକଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଜଣେ ମହିଳାଙ୍କୁ ବାଘଟି ଆକ୍ରମଣ କରିଥିଲା। ଏହାପରେ…

ଫୁଲନଖରା ନିଆଳି ରାସ୍ତାର ବ୍ରାହ୍ମଣ ଝରିଲୋ ବଜାର ନିକଟରେ ଟ୍ରକ୍ ଧକ୍କାରେ ହେଟା ବାଘର ମୃତ୍ୟୁ

ନିଆଳି: ଟ୍ରକ୍ ଧକ୍କାରେ ହେଟା ବାଘର ମୃତ୍ୟୁ । ଫୁଲନଖରା ନିଆଳି ରାସ୍ତାର ବ୍ରାହ୍ମଣ ଝରିଲୋ ବଜାର ନିକଟରେ ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ ହେଟାର ମୃତ୍ୟୁ ଘଟିଛି । ଏକ ମାଲ ବୋଝେଇ ଟ୍ରକ୍ ନିଆଳି ଆଡୁ ଫୁଲନଖରା ଆଡକୁ ଦୃତ ଗତିରେ ଆସୁଥିବା ବେଳେ ହଠାତ୍ ହେଟା ବାଘଟି ରାସ୍ତା ପାର…

ନନ୍ଦନକାନରେ କଲରାପତରିଆ ବାଘ ସୁରଜର ମୃତ୍ୟୁ, ରକ୍ତ ସଂକ୍ରମଣ ସହ ବିିିଭିନ୍ନ ରୋଗରେ ଥିଲା ପୀଡିତ

ଭୁବନେଶ୍ବର: ନନ୍ଦନକାନରେ କଲରାପତରିଆ ବାଘର ମୃତ୍ୟୁ । ଗତକାଲି ରାତି ୧୧ଟାରେ ସୁରଜର ମୃତ୍ୟୁ ହୋଇଛି । ଗତ ଏକ ମାସ ହେଲା ସେ ରକ୍ତ ସଂକ୍ରମଣ ସହ ବିିିଭିନ୍ନ ରୋଗରେ ପୀଡିତ ଥିଲା । ତେବେ ଗତକାଲି କଲରାପତରିଆ ବାଘଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ୨୦୦୪ ମସିହାରେ ସୁରଜକୁ…

ପୁଣି ବଦଳିଲା : କଲରାପତରିଆ ନୁହେଁ ମହାବଳ ବାଘ, ଚାରି ଗିରଫ

ବରଗଡ଼ (କେନ୍ୟୁଜ୍) : ଦେବ୍ରୀଗଡ଼ ଅଭୟାରଣ୍ୟରେ ମୃତ ବାଘ କଲରାପତରିଆ ନୁହେଁ, ମହାବଳ । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର । ଏହି ଘଟଣାରେ ଖଜୁରିଆ ଗାଁର ୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ବାଘର ନିଶ ଓ ପଞ୍ଜରା ଜବତ ହୋଇଛି । ଗିରଫ ମାନେ ହେଲେ…

ବରଗଡ଼ : ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠ।ନ, ୨ ବନ କର୍ମଚାରୀ ନିଲମ୍ବିତ

ବରଗଡ଼ (କେନ୍ୟୁଜ୍) : ଦେବ୍ରିଗଡ଼ ଖଜରିଆ ଗାଁରେ ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠ।ନ। ୨ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବରଗଡ଼ DFO। ଫରେଷ୍ଟର ପର୍ଶୁରାମ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବନ କରାଯାଇଛି। ଗତ ୨୭ ତାରିଖରେ ଭଟଲି ବ୍ଲକ ଦାମୋଦରପଡ଼ା ଗାଁ…