ମରିଗଲା ମନୀଷ

ଭୁବନେଶ୍ବର : ଆଖି ବୁଜିଲା ମନୀଷ। ଆଜି ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ ହୋଇଛି । ଗତ ୬ ମାସ ଧରି ଅସୁସ୍ଥ ରହିବା ପରେ ଆଜି ୮ ବର୍ଷୀୟ ମନୀଷର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ବାଘଟି ଗତ ୬ ମାସ ଧରି ବ୍ଲଡ୍ ଡ୍ରୋଟୋଜୋନ ରୋଗରେ ଆକ୍ରାନ୍ତ ଥିଲା। ତେବେ ଓୟୁଏଟିର ପଶୁ ଡାକ୍ତର ବିଶେଷଜ୍ଞଙ୍କ ଅଧିୀନରେ ଚିକିତ୍ସାଧୀନ ଥିଲାବେଳେ ଆଜି ଅପରାହ୍ଣରେ ମନୀଷର ମୃତ୍ୟ ହୋଇଥିଲା । ଅନ୍ଯପଟେ ମନୀଷର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ଆଉ ୧୦ ବାଘ, ୧୪ ବାଘୁଣୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.