Below header

ଶିମିଳିପାଳ ଅଭୟାରଣ୍ୟରେ ନୂଆ ଅତିଥି, ଜନ୍ମ ନେଲେ ୪ଟି ବାଘ ଛୁଆ

ଶିମିଳିପାଳ ଅଭୟାରଣ୍ୟ ପାଇଁ ଖୁସି ଖବର । ଆସିଲେ ନୂଆ ଅତିଥି । ଜନ୍ମ ନେଲେ ୪ଟି ବାଘ ଛୁଆ । ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ସ୍ଥିତ T-17 ଅଞ୍ଚଳରେ ପାଟ୍ରୋଲିଂ କରିବା ବେଳେ ବନ ଅଧିକାରୀ ଏହି ବାଘଛୁଆମାନଙ୍କୁ ଠାବ କରିଛନ୍ତି । 

ଶିମିଳିପାଳ ଅଭୟାରଣ୍ୟ ପାଇଁ ଖୁସି ଖବର । ଆସିଲେ ନୂଆ ଅତିଥି । ଜନ୍ମ ନେଲେ ୪ଟି ବାଘ ଛୁଆ । ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ସ୍ଥିତ T-17 ଅଞ୍ଚଳରେ ପାଟ୍ରୋଲିଂ କରିବା ବେଳେ ବନ ଅଧିକାରୀ ଏହି ବାଘଛୁଆମାନଙ୍କୁ ଠାବ କରିଛନ୍ତି ।

ତେବେ ଏହି ୪ଟି ବାଘ ଛୁଆ କିଛି ଦିନ ତଳେ ଜନ୍ମ ନେଇଛନ୍ତି ଏବଂ ଟିକେ ବଡ଼ ହୋଇ ଗଲେଣି ବୋଲି ରେଞ୍ଜ ଅଫିସର ଶିଶିର ବେହେରା ଟୁଇଟ କରି ଜଣାଇଛନ୍ତି । ଫଳରେ ଶିମିଳିପାଳ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.