Browsing Tag

shimilipal sanctuary

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ, ମନ ମୋହୁଛି ପ୍ରାକୃତିକ…

ନୂଆ ବର୍ଷ ପାଇଁ ଚାରିଆଡ ଉତ୍ସବ ମୁଖର । ଏହାରି ଭିତରେ ଏବେ ଚାଲିଛି ପିକନିକ ଋତୁ । ତେବେ ଏଥିରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମୟୁରଭଞ୍ଜ ଜିଲ୍ଲା କେମିତି ବା ବାଦ ପଡନ୍ତା । ନୂଆବର୍ଷରେ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟ ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ୧୦ ହଜାରରୁ…

ଶିମିଳିପାଳକୁ ଆସିବେ ଆଉ ୨ଟି ମହାବଳ ବାଘ, ମହାରାଷ୍ଟ୍ରକୁ ଗଲା ସ୍ୱତନ୍ତ୍ର ଟିମ୍‌

ମୟୁରଭଞ୍ଜ : ଶିମିଳିପାଳକୁ ଆସିବ ଦୁଇଟି ମହାବଳ ବାଘ । ଆସନ୍ତା ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବା ନେଇ ସୂଚନା ମିଳିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇଥିବା ନେଇ ସୂଚନା ମିଳିଛି । ଶିମିଳିପାଳର…

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ

ଶିମିଳିପାଳ: ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର । ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଖୋଲା ଜିମ୍ନି ଗାଡିରେ ବସି କୋର ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ବର୍ଷା ଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା…

ଶିମିଳିପାଳ ଅଭୟାରଣ୍ୟରେ ହାତୀ ଛୁଆର ମୃତ୍ୟୁ, କାରଣ ଅସ୍ପଷ୍ଟ

ଶିମିଳିପାଳ: ବିପଦରେ ଗଜରାଜ । ପୁଣି ଠାବ ହେଲା ହାତୀର ମୃତଦେହ  । ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀଛୁଆର ମୃତ୍ୟୁ ହୋଇଛି । କ୍ଷତ ସ୍ଥାନରେ ସଂକ୍ରମଣ ଯୋଗୁ ହାତୀ ଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ଛୁଆ ହାତୀର ବୟସ ୧ ବର୍ଷ ହେବ । ବନ ବିଭାଗର ସ୍ଵତନ୍ତ୍ର ଟିମ୍ ପହଞ୍ଚି…

ଶିମିଳିପାଳ ଅଭୟାରଣ୍ୟରେ ନୂଆ ଅତିଥି, ଜନ୍ମ ନେଲେ ୪ଟି ବାଘ ଛୁଆ

ଶିମିଳିପାଳ ଅଭୟାରଣ୍ୟ ପାଇଁ ଖୁସି ଖବର । ଆସିଲେ ନୂଆ ଅତିଥି । ଜନ୍ମ ନେଲେ ୪ଟି ବାଘ ଛୁଆ । ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ସ୍ଥିତ T-17 ଅଞ୍ଚଳରେ ପାଟ୍ରୋଲିଂ କରିବା ବେଳେ ବନ ଅଧିକାରୀ ଏହି ବାଘଛୁଆମାନଙ୍କୁ ଠାବ କରିଛନ୍ତି । ତେବେ ଏହି ୪ଟି ବାଘ ଛୁଆ କିଛି ଦିନ ତଳେ ଜନ୍ମ ନେଇଛନ୍ତି ଏବଂ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିବ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ (କେନ୍ୟୁଜ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅକ୍ଟୋବର ୧୪ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ପାଇଁ ଗତ ଜୁନ୍ ୩୦ ତାରିଖରୁ ଶିମିଳିପାଳ ବନ୍ଦ ରହିଥିଲା । ପର୍ଯ୍ୟଟକ ମାନେ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ।…