Below header

ଆଜି ଅକ୍ଟୋବର ୧୦ ତାରିଖ ୨୦୨୦, ନ୍ୟୁମୋରୋଲୋଜିରେ ଏଭଳି ଦିନର ରହିଛି ଅନେକ ଗୁରୁତ୍ୱ

ଭୁବନେଶ୍ବର: ଆଜି ଅକ୍ଟୋବର ୧୦ ତାରିଖ ୨୦୨୦ । ଇଂରାଜୀ କ୍ୟାଲେଣ୍ଡରରେ ସ୍ୱତନ୍ତ୍ର ଦିନ । ଦୀର୍ଘ ବର୍ଷ ପରେ ଏଭଳି ଦିନ ଆସିଥାଏ । ନ୍ୟୁମୋରୋଲୋଜିରେ ଏଭଳି ଦିନର ଗୁରୁତ୍ୱ ରହିଛି । ଏହାକୁ ନେଇ ଲୋକଙ୍କ ମନରେ ଉକଣ୍ଠା ଲାଗି ରହିଛି । ସୋସିଆଲ ମିଡିଆରେ ବି ୧୦-୧୦-୨୦-୨୦ ନେଇ ପୋଷ୍ଟ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.