Below header

କୋରାପୁଟର ଝିଅ ସସ୍ମିତାଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ, ମିସ୍ ଇଣ୍ଟେଲେକଚୁଆଲ ପ୍ରତିଯୋଗିତାରେ ହାସଲ କରିଥିଲେ କ୍ରାଉନ

ଭୁବନେଶ୍ବର: ମିସ ଇଣ୍ଟେଲେକଚୁଆଲ ଓ କ୍ଵାରେଣ୍ଟାଇନ ପ୍ରିନସେସ କ୍ରାଉନ ବିଜେତା କୋରାପୁଟର ଝିଅ ସସ୍ମିତା ନାଗଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ । କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି କୋରାପୁଟ ଝିଅ ସସ୍ମିତା ନାଗ ।

IAWA ମିସ୍‌ ଇଣ୍ଡିଆ ମିସ ଇଣ୍ଟେଲେକଚୁଆଲ ଏବଂ କ୍ଵାରେଣ୍ଟଇନ ପ୍ରିନସେସ ନାମକ ଏକ ଅନଲାଇନ ପ୍ରତିଯୋଗିତାରେ ଭାଗ ନେଇ ସେ କ୍ରାଉନ ହାସଲ ଜରିଛନ୍ତି । ସସ୍ମିତାଙ୍କ ସଫଳତାରେ ଜିଲ୍ଲା ପ୍ରଶାସନ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ସମ୍ମାନିତ କରିଛି । କୋରାପୁଟ ସରଜାରୀ ମହାବିଦ୍ୟାଳୟରେ ଓଡିଆରେ ପିଜି କରୁଥୁବା ସସ୍ମିତା ଗାଦବା, ବଣ୍ଡା ଓ ଦୁରୁଆ କଳା ସଂସ୍କୃତି ଉପସ୍ଥାପନ କରି ଫାଇନାଲ ରାଉଣ୍ଡରେ ପ୍ରବେଶ କରି ସଫଳତା ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.