Below header

ଯେତେ ବୁଝାଇଲେ ବି ଅମାନିଆ ଲୋକେ : ଆଜି ସାକଳୁ ୬୦୦ରୁ ଅଧିକ ଲୋକଙ୍କ ଠାରୁ ଫାଇନ୍ କାଟିଛି ଏନଫୋର୍ସମଣ୍ଟେ ଟିମ୍‌

ଭୁବନେଶ୍ବର: କାଲିଠୁ ରାଜ୍ୟର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍‌ । ଏହା ପୂର୍ବରୁ ଆଜି ସକାଳୁ ବିଭିନ୍ନ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼ । ପରିବା ଓ ଆମିଷ ବଜାରରେ ଲୋକଙ୍କ ଭିଡ଼ ଲାଗିଛି । ଅନେକ ସ୍ଥାନରେ ନଥିଲା ସାମାଜିକ ଦୂରତା । ବହୁତ ଲୋକଙ୍କ ମୁହଁରେ ମାସ୍କ ନଥିଲା । ଲୋକଙ୍କ ଭିଡ଼ ଦେଖି ପୋଲିସ ଓ ଏନଫୋର୍ସମେଣ୍ଟ ଟିମ୍‌ ଚଢ଼ାଉ କରିଛି ।

ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନରେ ଟିମ୍‌ ଚଢ଼ାଉ କରିଛି । ଲୋକଙ୍କୁ ସଚେତନ କରାଇବା ସହ ଦୋକାନ ଆଗରେ ଗୋଲ୍‌ ବୁଲାଇବାକୁ କହିଥିଲା ପୋଲିସ । ସାମାଜିକ ଦୂରତା ରଖିବାକୁ ପୋଲିସ କହିଥିଲା । ତଥାପି ଅନେକ ଆମନିଆ ନିୟମକୁ ମାନିନଥିଲେ । ଆଜି ସାକଳୁ ୬୦୦ରୁ ଅଧିକ ଲୋକଙ୍କ ଠାରୁ ଫାଇନ କାଟିଛି ଏନଫୋର୍ସମଣ୍ଟେ ଟିମ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.