ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି

କେନ୍ୟୁଜ୍: ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି । ଶୁଣାଣି ପୂର୍ବରୁ ଗତକାଲି ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ଅଧିକାରୀମାନେ ଆଲୋଚନା କରିଥିଲେ । ଓଡ଼ିଶା ଭବନରେ ହେବ ଏହି ଆଲୋଚନା ହୋଇଛି । ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା ଏହି ବୈଠକରେ ଛତିଶଗଡ଼ର ଆଇନଜୀବୀଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶା ଓ ଛତିଶଗଡ଼ର ଅଧିକାରୀ କରିବେ ଆଲୋଚନା