Below header

ଆଜି ପବିତ୍ର ରାମ ନବମୀ, ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ

ଭୁବନେଶ୍ବର: ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ। ଏଥର ବିନା ଭକ୍ତରେ ପାଳନ ହେବ ରାମନବମୀ। ମନ୍ଦିରରେ କେବଳ ନୀତିକାନ୍ତି କରାଯିବ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇଛି କରୋନା ।

ବିଭିନ୍ନ ମନ୍ଦିରରେ ବ୍ୟାରିକେଡ କରାଯିବା ସହ ଲାଗିଛି କଟକଣା । ସେପଟେ ଆଜିଠୁ ଭୁବନେଶ୍ୱରର ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ କରିଛି ବିଏମସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.