ଆଜି ବିଶ୍ୱକର୍ମା ପୂଜା, ବିଧି ରକ୍ଷା ପାଇଁ କୋଭିଡ୍ ନିୟମ ମାନି କିଛି ସ୍ଥାନରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ଆଜି ବିଶ୍ୱକର୍ମା ପୂଜା । ଏହାକୁ ନେଇ ଚଳଚଞ୍ଚଳ ରାଜଧାନୀ । ବିଭିନ୍ନ ସ୍ଥାନ ମାନଙ୍କରେ ଲାଗି ରହିଛି ଗହଳି ଚହଳି । କିଛି ସ୍ଥାନରେ ମୂର୍ତ୍ତି ମଧ୍ଯ ବିକ୍ରୀ ହେଉଛି। କିନ୍ତୁ କୋଭିଡ ୧୯ ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।

ମୂର୍ତ୍ତି ବିକ୍ରି ପାଇଁ ଥିଲେ ମଧ୍ୟ ଯେଉଁଭଳି ଗ୍ରାହକ ଆସିବା କଥା ସେହିଭଳି ଆସୁନାହାନ୍ତି । ଲୋକେ ମୂଲଚାଲ କରୁଛନ୍ତି ନେବା ପାଇଁ କିନ୍ତୁ ନେଉନାହାଁନ୍ତି । ବିଧି ରକ୍ଷା ପାଇଁ ଲୋକ ଛୋଟ ମୂର୍ତ୍ତି କିଣିନେଉଛନ୍ତି । ସେଭଳି ଫଳ, ଫୁଲ କିମ୍ବା ମଣ୍ଡପ ସଜା ସାମଗ୍ରୀ ସେଭଳି ବିକ୍ରି ହେଉନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.