Below header

କାଲିଠୁ ଆରମ୍ଭ ବିଜୁ ମହିଳା ଦଳର ଜନସଚେତନତା କାଯ୍ୟର୍କ୍ରମ

ଭୁବନେଶ୍ବର (କେନ୍ଯୁଜ୍) :ସେପଟେ କାଲିଠାରୁ ଲୋକଙ୍କ ପାଖକୁ ଯିବ ବିଜୁ ମହିଳା ଜନତା ଦଳ । ସେପ୍ଟେମ୍ବର ୨୪ରୁ ୩୦ ଜନସଚେତନତା କାଯ୍ୟର୍କ୍ରମ କରାଯିବ । ମହିଳାଙ୍କ ବିକାଶ ପାଇଁ ରାଜ୍ୟ ସରକାର କରଥିବା ଜନହିତକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଛି ୧ପ୍ରତିଶତ ସୁଧରେ ରୁଣ ।

ଉପକୃତ ହେଉଛନ୍ତି ରାଜ୍ୟର ୩ଲକ୍ଷ ମହିଳା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ରହିଛି ୭ଲକ୍ଷ ଟଙ୍କାର ସୁବିଧା । ଏହା ସହ ଖୁସି,ବାଳିକାମାନଙ୍କୁ ମାଗଣା ସାଇକେଲ ଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର । ହେଲେ ମହିଳାଙ୍କ ପ୍ରତି କେନ୍ଦ୍ର ସରକାର ଅବହେଳା କରୁଥିବା ବିଜେଡି ଅଭିଯୋଗ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.