ବାତ୍ୟା ୟସ୍‌ ପାଇଁ ୧୨୪ଟି ଟ୍ରେନ୍‌ ବାତିଲ୍‌, ପିଲା ଛୁଆ ଧରି ରେଲୱେ ଷ୍ଟେସନ ବାହାରେ ବସି ରହିଛନ୍ତି ଯାତ୍ରୀ

ଭୁବନେଶ୍ବର: ବାତ୍ୟା ୟସ୍‌ ପାଇଁ ଟ୍ରେନ୍‌ ବାତିଲ୍‌। ପ୍ରବଳ ବର୍ଷା ଓ ପବନ ପାଇଁ ୧୨୪ଟି ଟ୍ରେନ୍‌ ବାତିଲ୍‌ କରାଯାଇଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ପିଲା ଛୁଆ ଧରି ରେଲୱେ ଷ୍ଟେସନ ବାହାରେ ବସି ରହିଛନ୍ତି।

ଏପଟେ ଲକ୍‌ଡାଉନ୍‌ ପାଇଁ ସମସ୍ତ ବସ୍‌ ଓ ଅଟୋ ବନ୍ଦ ରହିଛି। ଏପଟେ ଟ୍ରେନ ମଧ୍ୟ ବନ୍ଦ। ଫଳରେ ଯାତ୍ରୀମାନେ କିପରି ଘରକୁ ଫେରିବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.