ବାତ୍ୟା ୟସ୍‌ ମୁକାବିଲା ପାଇଁ ପାରାଦୀପରେ ଆଇଜି ଅପରେସନ ଅମିତାଭ ଠାକୁର

ପାରାଦୀପ: ବାତ୍ୟା ୟସ୍‌ ମୁକାବିଲା ପାଇଁ ପାରାଦୀପରେ ଆଇଜି ଅପରେସନ ଅମିତାଭ ଠାକୁର। ସରକାରଙ୍କ ଜିରୋ କାଜୁଆଲଟିକୁ ମୁକାବିଲାରେ ପ୍ରାଧାନ୍ୟ ଦିଆଯିବ। ପାରାଦୀପ ଥାନାରେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି।

ଏହା ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ସହ ଆଲୋଚନା କରି ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଷଣ୍ଢକୁଦ ବସ୍ତି ଅଞ୍ଚଳ ପରିଦର୍ଶନ କରିଥିଲେ। ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାକୁ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.