ଟ୍ରାକରେ ପାଣି: ଦେଓଗାଁ ରୋଡ୍, ବରଗଡ, ସମ୍ବଲପୁର ଓ ଟିଟଲାଗଡ ରୁଟ୍ରେ ଟ୍ରେନ୍ ସେବା ବାତିଲ୍
କେନ୍ୟୁଜ୍ : ଟ୍ରାକରେ ପାଣି ଜମିବାରୁ ସାମୟିକ ଭାବେ ଟ୍ରେନ୍ ବାତିଲ୍ ରଖାଯାଇଛି। ଦେଓଗାଁ ରୋଡ, ବରଗଡ, ସମ୍ବଲପୁର ଟିଟଲାଗଡ ରୁଟ୍ରେ ଟ୍ରେନ୍ ସେବା ବାତିଲ୍ ହୋଇଛି। ଯାତ୍ରୀଙ୍କ ନିରାପତ୍ତା ଦୃଷ୍ଟିରୁ ପୂର୍ବତଟ ରେଳପଥ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।