Below header

ଆସିଲା ୧୦୯ରୁ ୧୧୮ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ

ଭୁବନେଶ୍ୱର: ସେପଟେ ଆସିଲା ୧୦୯ରୁ ୧୧୮ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ । ୧୦୯ ଓ ୧୧୦ ନମ୍ବର ଆକ୍ରାନ୍ତ କୋଲକାତା ଫେରନ୍ତା । ୧୧୨, ୧୧୩, ୧୧୪ ଓ ୧୧୫ ନମ୍ବର ଆକ୍ରାନ୍ତ ରାଉରକେଲା ନାଲା ରୋଡ୍‌ର । ସେ ୧୦୩ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ । ୧୧୬ ଓ ୧୧୭ ନମ୍ବର ଆକ୍ରାନ୍ତ ଭଦ୍ରକ ବାସୁଦେବପୁର ଅଞ୍ଚଳର ହୋଇଥିବା ବେଳେ ୧୧୮ ନମ୍ବର ଆକ୍ରାନ୍ତ ଭଦ୍ରକ ବନ୍ତ ଅଞ୍ଚଳର । ଏହି ତିନି ଜଣ କୋଲକାତା ଫେରନ୍ତା । ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.