ମହାନଦୀ ଜଳବିବାଦ ମାମଲା , ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଶୁଣାଣି କଲେ ଟ୍ରିବ୍ୟୁନାଲ

କେନ୍ୟୁଜ୍ : ମହାନଦୀ ଜଳବିବାଦ ମାମଲାରେ ଆଜି ଶୁଣାଣି ହୋଇଛି । ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି । ଆପୋସ ବୁଝାମଣା ପାଇଁ ପୁଣି ଥରେ ପରାମର୍ଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଓଡ଼ିଶା ଓ ଛତିଶଗଡ଼ର AGଙ୍କୁ ଆପୋସ ବୁଝାମଣା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.