Below header

୪ ଦିନ ହେଲା ଗଡୁନି ଟ୍ରକ : ୬ ଦଫା ପୂରଣ ଦାବିରେ ଦେଶବ୍ୟାପୀ ଚାଲିଛି ଧର୍ମଘଟ

ଭୁବନେଶ୍ବର : ଦେଶବ୍ୟାପୀ ୯୩ଲକ୍ଷ ଓ ଓଡ଼ିଶାରୁ ୨ଲକ୍ଷ ଟ୍ରକ ଧର୍ମଘଟରେ ସାମିଲ ହୋଇଛନ୍ତି। ଫଳରେ ପ୍ରତିଦିନ ହଜାର ହଜାର ଟଙ୍କାର ବ୍ୟବସାୟିକ କ୍ଷତି ହେଉଛି। ଟ୍ରକ ଚଳାଚଳ ନକରିବା ଫଳରେ ପରିନପରିବା ଓ ଅନ୍ୟାନ୍ୟ ସାମଗ୍ରୀର ଦର ଦାମ୍ ମଧ୍ୟ ବଢିବାରେ ଲାଗିଛି। ଟୋଲ ଗେଟ ଉଚ୍ଛେଦ କରିବା, ଡିଜେଲ ମୂଲ୍ୟରେ ହ୍ରାସ ଏବଂ ତୃତୀକ୍ଷ ପକ୍ଷ ବୀମା ପ୍ରିମିୟମରେ ହ୍ରାସ ଘଟାଇବା ଆଦି ୬ଦଫା ଦାବି କରିଛି ସଂଘ । ତେବେ କ୍ଷୀର ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ପରିବହନକୁ ଧର୍ମଘଟରୁ ବାଦ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.