Below header
Browsing Tag

truck strike

ଆଜି ସ୍ବାଭାବିକ ରହିବ ବସ୍ ଓ ଟ୍ରକ ଚଳାଚଳ, ବନ୍ଦକୁ ସମର୍ଥନ କରୁନାହାନ୍ତି ଘରୋଇ ମାଲିକ ସଂଘ

ଭୁବନେଶ୍ବର (କେନ୍ୟୁଜ୍‌) : ଆଜି ସ୍ବାଭାବିକ ରହିବ ବସ୍ ଓ ଟ୍ରକ ଚଳାଚଳ । ପରିବହନ ଶ୍ରମିକ ସଂଘର ବନ୍ଦ ଡାକରାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ । ବନ୍ଦକୁ ସମର୍ଥନ କରୁନାହାନ୍ତି ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ । ଶନିବାର ହିଟ୍ ଏଣ୍ଡ ରନ୍ ଆଇନ ବିରୋଧରେ ଓଡ଼ିଶାରେ…

ଧର୍ମଘଟରୁ ଓହରିଲେ ଟ୍ରକ୍ ଡ୍ରାଇଭର, କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସଫଳ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଧର୍ମଘଟରୁ ଓହରିଲେ ଟ୍ରକ୍ ଡ୍ରାଇଭର । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସଫଳ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ଭାରୀଯାନ ଡ୍ରାଇଭର । ସରକାରଙ୍କ ସହ ଆଲୋଚନା ବେଳେ ସଂଘର ସବୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଆଇନ ଲାଗୁ ହୋଇନି । ଆଗାମୀ ଦିନରେ ଆଇନ…

ସର୍ବଭାରତୀୟ ସ୍ତରରେ ଟ୍ରକ ଧର୍ମଘଟ ନେଇ ଡ଼ାକରା ଦେଲା “ମୋଟର ପରିବହନ କଂଗ୍ରେସ”

କେ ନ୍ୟୁଜ(କଟକ): ସର୍ବଭାରତୀୟ ସ୍ତରରେ ଖୁବଶୀଘ୍ର ହେବ ଟ୍ରକ ଧର୍ମଘଟ । ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ଏହି ଧର୍ମଘଟ କରାଯିବ ବୋଲି ଜଣାଯାଇଛି । ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସର ଉପସଭାପତି ରବି ଶତପଥୀ ଏହି ସୂଚନା ଦେଇଛନ୍ତି । ଡିଜେଲର ବେସ ପ୍ରାଇସ ୫୦ ଟଙ୍କା ଥିବାବେଳେ ଡିଜେଲ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେର ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା

ତାଳଚେର(କେନ୍ୟୁଜ୍): ଆଜିଠୁ ଗଡୁନି ଟ୍ରକ । ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେର ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା । ଟ୍ରକ ଭଡ଼ା ବୃଦ୍ଧି ନେଇ ଧର୍ମଘଟ କରାଯାଉଛି । ଫଳରେ ୭ ହଜାର ଟ୍ରକ ଚଳଚଳ ବନ୍ଦ ହୋଇଯାଇଛି । ତାଳଚେର କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନ ମଧ୍ୟ ଠପ୍‌ ରହିଛି ।…

ଟ୍ରକ ଧର୍ମଘଟକୁ ପ୍ରତ୍ୟାହର କରିଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ

ନୁଆଦିଲ୍ଲୀ: ୮ ଦିନ ପରେ ଧର୍ମଘଟ ପ୍ରତ୍ୟାହର କରିଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ। ଟ୍ରକ ଧର୍ମଘଟ ଯୋଗୁଁ ସପ୍ତାହେ ହେଲା, ଖାଦ୍ୟ ସାମଗ୍ରୀ ସହ ଶିଳ୍ପାନୁଷ୍ଠାନଗୁଡିକରେ ମାଲ ପରିବହନ ବନ୍ଦ ରହିଥିଲା। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ, ଟ୍ରକ ମାଲିକଙ୍କ ଦାବି ଉପରେ ବିଚାର…

ସପ୍ତମ ଦିନ ଟ୍ରକ୍ ଧର୍ମଘଟ

ଭୁବନେଶ୍ବର : ସାରା ଦେଶରେ ଚାଲିଥିବା ଟ୍ରକ ଧର୍ମଘଟ ସପ୍ତମ ଦିନରେ ପହଞ୍ଚିଛି । ଏହାର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି । ପ୍ରତିଦିନ ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି। ଖାସ କରି ପିଆଜ କିଲୋ ୨ରୁ ୩ ଟଙ୍କା ବଢିଛି । ସେହିପରି ଅନ୍ୟ ପରିବା ଓ ଖାଇବା ଦର ବଢିଥିବା ଛତ୍ରବଜାର ବ୍ୟବସାୟୀ…

ଷଷ୍ଠ ଦିନରେ ଟ୍ରକ ଅନ୍ଦୋଳନ

ଭୁବନେଶ୍ବର : ସାରା ଦେଶରେ ଟ୍ରକ୍ ମାଲିକଙ୍କ ଆନ୍ଦୋଳନର ଆଜି ହେଉଛି ଷଷ୍ଠ ଦିବସ । ଗତ ୨୦ ତାରିଖରୁ ଅଲ୍‌ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଡାକରାରେ ଅନାର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିଛି । ଡିଜେଲ ଦର କମାଇବା ଓ ଏହାକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା, ବୀମା ପ୍ରିମିୟମ…

୪ ଦିନ ହେଲା ଗଡୁନି ଟ୍ରକ : ୬ ଦଫା ପୂରଣ ଦାବିରେ ଦେଶବ୍ୟାପୀ ଚାଲିଛି ଧର୍ମଘଟ

ଭୁବନେଶ୍ବର : ଦେଶବ୍ୟାପୀ ୯୩ଲକ୍ଷ ଓ ଓଡ଼ିଶାରୁ ୨ଲକ୍ଷ ଟ୍ରକ ଧର୍ମଘଟରେ ସାମିଲ ହୋଇଛନ୍ତି। ଫଳରେ ପ୍ରତିଦିନ ହଜାର ହଜାର ଟଙ୍କାର ବ୍ୟବସାୟିକ କ୍ଷତି ହେଉଛି। ଟ୍ରକ ଚଳାଚଳ ନକରିବା ଫଳରେ ପରିନପରିବା ଓ ଅନ୍ୟାନ୍ୟ ସାମଗ୍ରୀର ଦର ଦାମ୍ ମଧ୍ୟ ବଢିବାରେ ଲାଗିଛି। ଟୋଲ ଗେଟ ଉଚ୍ଛେଦ କରିବା, ଡିଜେଲ…