Below header

ନବରଙ୍ଗପୁର: ସୁନା ଶଙ୍ଖ ଠକେଇ ମାମଲାରେ ୨ ଅଭିଯୁକ୍ତ ଗିରଫ, ମୋବାଇଲ ଫୋନ୍ ସହ ଲକ୍ଷେ ଟଙ୍କା ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଗାଁରେ ସୁନା ଶଙ୍ଖ ଠକେଇ ମାମଲାରେ ୨ଗିରଫ। ଅଭିଯୁକ୍ତମାନେ ଜମିରୁ ସୁନା ଶଙ୍ଖ ମିଳିଛି କହି ୮ଲକ୍ଷ ଟଙ୍କାରେ ନକଲି ସୁନା ଶଙ୍ଖଙ୍କୁ ଓଡଗାଁର ଫକୀର ମୋହନଙ୍କୁ ବିକ୍ରୀ କରିଥିଲେ । ଉମରକୋଟ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ୨ଟି ମୋବାଇଲ ,ଏକ ଲକ୍ଷ ଟଙ୍କା ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.