Below header

ଖୋର୍ଦ୍ଧା : କାଇପଦର-ଦଳତୋଳା ଜଙ୍ଗଲରେ ୨ ଅପରାଧୀଙ୍କୁ ଏନକାଉଣ୍ଟର

ଖୋର୍ଦ୍ଧା କାଇପଦର-ଦଳତୋଳା ଜଙ୍ଗଲରେ ଏନକାଉଣ୍ଟର । ୨ ଅପରାଧୀ ପିଣ୍ଟୁ ମାଝୀ,ଉମେଶ ସାହୁଙ୍କ ଉପରକୁ ପୋଲିସର ଗୁଳିମାଡ଼ । ଅପରାଧୀଙ୍କ ଗୋଡ଼ରେଗୁଳି ବାଜିଛି । ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଏସଡିପିଓ ଓ ଟାଉନ ଥାନା ଓ ବେଗୁନିଆ ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ଵାର୍ଡ ଟିମ ଏନକାଉଁଟରରେ ସାମିଲ ଥିଲେ । ପିଣ୍ଟୁ ଓ ଉମେଶଙ୍କ ନାଁରେ ଖୋର୍ଦ୍ଧା, ବେଗୁନିଆ ଓ ଜଙ୍କିଆ ଥାନାରେ ବୁହୁ ଅପରାଧିକ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.