Below header

ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ୨ ଲକ୍ଷ ଟଙ୍କା ବଟି ମାଗି ୨ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ବଟି ମାଗି ୨ ଗିରଫ । ୨ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୋମନାଥ ହାତୀ ଏବଂ ଲିଟୁନା ସ୍ୱାଇଁ । ଟଙ୍କା ନଦେଲେ ଭୋଟ କରେଇ ଦେବୁନି କହି ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି ।

୫୫ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ନୃପେଶ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.