Below header

ଦାଦାବଟି ମାଗି ବନ୍ଧା ହେଲେ ଦୁଇ ବାଉନସର୍, ଗିରଫ କଲା ଏୟାରଫିଲଡ୍ ଥାନା ପୋଲିସ

ଦାଦାବଟି ନଦେବାରୁ ଜଣେ ବାର୍ କର୍ମଚାରୀଙ୍କୁ ଅପହରଣ କରି ବନ୍ଦ ଘରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା । କଟକ ରୋଡ୍ ମହାନ୍ତି ବାରରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିଥିଲେ ଅପହରଣକାରୀ ।

ଭୁବନେଶ୍ବର(କେନ୍ୟୁଜ୍):ବନ୍ଧା ହେଲେ ବାଉନସର୍ । ଦାଦାବଟି ମାଗି ଗିରଫ ହେଲେ ଦୁଇ ବାଉନସର୍ । ଦୁଇଜଣଙ୍କୁ ଗିରଫ କଲା ଏୟାରଫିଲଡ୍ ଥାନା ପୋଲିସ । ଦାଦାବଟି ନଦେବାରୁ ଜଣେ ବାର୍ କର୍ମଚାରୀଙ୍କୁ ଅପହରଣ କରି ବନ୍ଦ ଘରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

କଟକ ରୋଡ୍ ମହାନ୍ତି ବାରରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିଥିଲେ ଅପହରଣକାରୀ । ଫ୍ଲୋର ମ୍ୟାନେଜର ମୁଜିବୁର ରେହମାନକୁ ଏକ ସ୍କର୍ପିଓ଼ ଗାଡିରେ ଅପହରଣ କରିଥିଲେ । ଟଙ୍କା ନଦେବାରୁ ମାଡ ମାରି ଛାଡିଦେଇଥିଲେ । ଘଟଣାର ଅଧିକ ତଦନ୍ତ କରୁଛି ଏୟାରଫିଲଡ୍ ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.