Below header

ଭଦ୍ରକ, ପୋଖରୀରେ ବୁଡ଼ି ଗଲା ୨ ଶିଶୁଙ୍କ ଜୀବନ

ଭଦ୍ରକ (କେନ୍ୟୁଜ୍) : ପୋଖରୀରେ ବୁଡ଼ି ଗଲା ୨ ଶିଶୁଙ୍କ ଜୀବନ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ସାମନ୍ତରାପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକମାନେ ଗଣେଶ ମଲ୍ଲିକଙ୍କ ୩ ବର୍ଷର ପୁଅ ସ୍ୱାଗତ ଓ ସଞ୍ଜୀବ ମଲ୍ଲିକଙ୍କ ୩ ବର୍ଷର ପୁଅ ସମରଜିତ୍ । ଦୁହେଁ ଘର ଆଗରେ ଖେଳୁଥିବାବେଳେ ଅସାବଧାନତାରୁ ପାଖରେ ଥିବା ପୋଖରୀରେ ବୁଡି ଯାଇଥିଲେ । ଗାଁଲୋକ ଉଦ୍ଧାର କରି ତିହିଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବି ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.