ଏୟାର ଓଡ଼ିଶା ମୁଖ୍ୟ ସନ୍ତୋଷ ପାଣିଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର (କେନ୍ୟୁଜ୍) : ଏୟାର ଓଡ଼ିଶା ମୁଖ୍ୟ ସନ୍ତୋଷ ପାଣିଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଖଣ୍ଡଗିରି ଥାନାରେ ସନ୍ତୋଷ ପାଣିଙ୍କ ନାଁରେ ଅଭିଯୋଗ କରିଛନ୍ତି ଯୁବତୀ । ସିକ୍ୟୁରିଟି ସୁପରଭାଇଜର ଥିବାବେଳେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଡିଓ ଏବଂ ଭିଡିଓ ରେକର୍ଡ କରିଛି ପୋଲିସ ।

air odisha

ଏନେଇ ପ୍ରତିକ୍ରିୟା ରଖିଛନ୍ତି ଏୟାର ଓଡ଼ିଶା ମୁଖ୍ୟ ସନ୍ତୋଷ ପାଣି । ସେ କହିଛନ୍ତି, ଯୁବତୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ବିଶୃଙ୍ଖଳିତ ଆଚରଣ ଯୋଗୁ ବହିଷ୍କାର କରାଯାଇଥିଲା । ସେଥିପାଇଁ ସେ ଏପ୍ରକାର ଅଭିଯୋଗ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.