ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ

ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ l ନବରଙ୍ଗପୁର ରୁ ହାଇଦ୍ରାବାଦ କୁ ଚାଲାଣ ହେଉଥିଲା ଗୋରୁ l

ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ l ନବରଙ୍ଗପୁର ରୁ ହାଇଦ୍ରାବାଦକୁ ଚାଲାଣ ହେଉଥିଲା ଗୋରୁ l ଏମ୍. ଭି -79 ଥାନା ଆଗରେ ଚେକିଂ କରିବା ସମୟରେ ଜବତ କରିଥିଲା ପୋଲିସ l ୧୦୦ ରୁ ଉର୍ଦ୍ଧ୍ବ ଗୋରୁ କଣ୍ଟେନର ରେ ରହିଥିବା ସୂଚନା ଦେଇଛନ୍ତି ଏମ୍. ଭି-୭୯ ଥାନା ଅଧିକାରୀ l କଣ୍ଟେନର ଜବତ ସହ ଅଧିକ ପଚରା ଉଚରା କରୁଛି ଏମ୍. ଭି-୭୯ ଥାନା ପୋଲିସ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.