Below header

ଯାଜପୁର ରୋଡ ଶଙ୍ଖଚିଲା ଗୋଡିପାଟଣା ଗାଁରେ ଦନ୍ତାହାତୀ ଆକ୍ରମଣରେ ଦୁଇ ମୃତ, କୋରେଇ ବ୍ଲକର ସମସ୍ତ ବିଦ୍ୟାଳୟ ଆଜି ପାଇଁ ଛୁଟି ଘୋଷଣା

ଯାଜପୁର: ପୁଣି ହାତୀ ଆକ୍ରମଣରେ ଗଲା ଜୀବନ। ଯାଜପୁର ରୋଡ ପାଣିକୋଇଲି ଥାନା ଶଙ୍ଖଚିଲା ଗୋଡିପାଟଣା ଗାଁରେ ଦନ୍ତାହାତୀ ଆକ୍ରମଣରେ ଦୁଇ ମୃତ । ମୃତକ ହେଲେ ଇଶ୍ୱର ଦାସ ଓ ଚିନ୍ତାମଣି ରାମ । ଅନ୍ୟପଟେ ହାତୀ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରହିଛି । ହାତୀ ଉପଦ୍ରବକୁ ନଜରରେ ରଖି କୋରେଇ ବ୍ଲକର ସମସ୍ତ ବିଦ୍ୟାଳୟକୁ ଆଜି ପାଇଁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.