Below header

ପୁଣି ବଡ ପଦରେ ଦାୟିତ୍ୱ ସମ୍ଭାଳିବେ ଓଡ଼ିଆ, ଲେଫ୍‌ଟନାଣ୍ଟ ଜେନେରୋଲ ସିପି ମହାନ୍ତି ହେବେ ସାଉଥର୍ଣ୍ଣ ଆର୍ମୀ କମାଣ୍ଡର

ସାଉଥର୍ଣ୍ଣ ଆର୍ମୀ କମାଣ୍ଡ ଦାୟିତ୍ୱ ସମ୍ଭାଳିବେ ଓଡ଼ିଆ । ଲେଫ୍‌ଟନାଣ୍ଟ ଜେନେରୋଲ ସିପି ମହାନ୍ତି ହେବେ ସାଉଥର୍ଣ୍ଣ ଆର୍ମୀ କମାଣ୍ଡର । ଲେଫ୍‌ଟନାଣ୍ଟ ଜେନେରାଲ ଏସକେ ସାଇନିଙ୍କ ସ୍ଥାନ ନେବେ ସିପି ମହାନ୍ତି । ଆସନ୍ତା ୨୫ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଏବଂ ଚୀନ ସୀମାରେ ସେନାର ନେତୃତ୍ୱ ନେବାରେ ତାଙ୍କର ବିଶାଳ ଅଭିଜ୍ଞତା ରହିଛି । କାଶ୍ମୀର ଏବଂ ଆସାମରେ ଜବାବି କାର୍ଯ୍ୟାନୁଷ୍ଠାନରେ ତାଙ୍କର ଅଭିଜ୍ଞତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.