ଦିନକ ପରେ ସାଧାରଣତନ୍ତ୍ର ଦିବସ ପରେଡ୍‌, ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଚାଲିଛି ଫୁଲ ଡ୍ରେସ୍‌ ରିହାରସାଲ

ଭୁବନେଶ୍ୱର : ଦିନକ ପରେ ସାଧାରଣତନ୍ତ୍ର ଦିବସ ପରେଡ୍‌। ସେଥିପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଚାଲିଛି ଫୁଲ ଡ୍ରେସ୍‌ ରିହାରସାଲ। ପୂର୍ବରୁ ରିହାରସେଲ୍‌ରେ ଭାଗ ନେଇଥିଲେ ୫୦ ପ୍ଲାଟୁନ୍‌ ଟ୍ରାଫ୍‌ । ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ଚାଲିବ ରିହାରସାଲ। ଏହି ସମୟରେ ଗାନ୍ଧୀ ମାର୍ଗକୁ ଆସୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯିବ। ଅନୁରୂପ ଭାବେ ୨୬ ତାରିଖ ସକାଳ ୬ଟା ୩୦ରୁ ସାଧାରଣତନ୍ତ୍ର ଉତ୍ସବ ସରିବା ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.