ମାଲକାନଗିରି ସୀମାନ୍ତରେ ବଡ ଧରଣର ନକ୍ସଲ ହମ୍‌ଲା, ୨ ଖଣି କର୍ମଚାରୀ ନିଖୋଜ

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଲ ହମ୍‌ଲା । ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବଡ ଧରଣର ହିଂସାକାଣ୍ଡ । ଖଣି ଖାଦାନରେ ନିୟୋଜିତ ୬ଟି ଗାଡି ଜାଳିଦେଇଛନ୍ତି ନକ୍ସଲ । ୨ ଖଣି କର୍ମଚାରୀ ନିଖୋଜ ଅଛନ୍ତି । ସେମାନଙ୍କୁ ମାଓବାଦୀ ଅପହରଣ କରି ନେଇଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

You might also like