Jioରେ ବର୍ଷେ ପର୍ଯ୍ୟନ୍ତ ପାଇବେ ଦୈନିକ ୩ ଜିବି ଡାଟା ସହ ଅନଲିମିଟେଡ କଲ ଅଫର, ରହିଛି ଶସ୍ତା ଦାମ

ରିଲାଏନ୍ସ ଜିଓ ପକ୍ଷରୁୁ ନିକଟ ଅତୀତରେ ଏକ ପ୍ରି-ପେଡ ପ୍ଲାନ ଆରମ୍ଭ ହୋଇଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ 3 ଜିବି ଡାଟା ମିଳିବ । ଏହାସହ ଅନଲିମିଟେଡ କଲ ଅଫର ମଧ୍ୟ ରହିଛି । ଚାଲନ୍ତୁ ଜାଣିବା ଏହା ସମ୍ପର୍କରେ ।

32534745869
pc: prabhat khabar

ଏହାର ଦାମ ୩,୪୯୯ ଟଙ୍କ ରହିଛି । ଜିିଓର ଏହି ପ୍ଲାନ ପ୍ରିପେଡ ଲାଇନଅପର ସବୁଠୁ ମହଙ୍ଗା ପ୍ଲାନ । ଏହାର ଭାଲିଡିଟି ସମୟ ୩୬୫ ଦିନ ରହିଛି ମାନେ ୧ ବର୍ଷ ରହିଛି । ଦୈନିକ ୩ ଜିବି ଡାଟାରେ ମୋଟ 1095 ଜିବି ଡାଟା ଅଫର ଦିଆଯିବ । ଏହା ସରିଗଲା ପରେ ଦୈନିକ ଡାଟା ବ୍ୟବହାରର ସ୍ପିଡ 64Kbps ରହିବ ।

125235
pc: india today

ଏହି ଅଫରରେ ଦୈନିକ 100 ଫ୍ରି ମେସେଜର ସୁବିଧା ରହିଛି । ଏହାବ୍ୟତିତ ଆପଣ ଜିଓ ଟିଭି ଏବଂ ଜିଓ ସିନେମା ଭଳି ଆପ୍ସ ବ୍ୟବହାର କରିପାରିବେ । ଏହାକୁ ଟକ୍କର ଦେବା ପାଇଁ ଏୟାରଟେଲ ଏବଂ ଭିଆଇ ମଧ୍ୟ ନିଜ ନିଜର ଡାଟା ଅଫର ଜାରି କରିଛନ୍ତି । ଏୟାରଟେଲଏଥିପାଇଁ ୨,୬୯୮ ଟଙ୍କା ଦାମ ରଖିଥିବା ବେଳେ ଭିଆଇ ୨,୫୯୫ ଟଙ୍କ । ରଖିଛି । ୨ଟି ଡାଟା ଭାଲିଡିଟି ଅଫର ୩୬୫ ଦିନ ପର୍ଯ୍ୟନ୍ତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.