Below header

ଭାଙ୍ଗିଲା ୧୫ ବର୍ଷର ସମ୍ପର୍କ, ଖୁବଶୀଘ୍ର ଅଲଗା ହେବେ ଅମୀର ଖାନ୍‌ ଓ ପତ୍ନୀ କିରଣ ରାଓ

ଭାଙ୍ଗିଲା ୧୫ ବର୍ଷର ସମ୍ପର୍କ । ଅଲଗା ହେଲେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ୍‌ ଓ ପତ୍ନୀ କିରଣ ରାଓ। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଏନେଇ ଉଭୟ ଘୋଷଣା କରିଛନ୍ତି । ୨୦୦୫ରେ ଉଭୟ ବିବାହନ ବନ୍ଧନରେ ବାନ୍ଧି ହୋଇଥିଲେ । ଲଗାନ ଫିଲ୍ମ ସୁଟିଂ

ସମୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବେ ଦୁଇଜଣଙ୍କର ଏକ ପୁଅ ରହିଛି । ପୁଅର ଦେଖାଶୁଣା ଦୁଇଜଣ କରିବେ ବୋଲି କହିଛନ୍ତି । ପୂର୍ବରୁ ଅମୀର ଖାନ୍‌ ପ୍ରଥମ ପତ୍ନୀ ରିନାଙ୍କୁ ଛାଡପତ୍ର ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.