ନକ୍ସଲଙ୍କ IED ବିସ୍ଫୋରଣରେ କୋବ୍ରା ବାଟାଲିୟନର ଜଣେ ଯବାନ ଆହତ, ଏୟାରଲିଫ୍ଟ କରି ନିଆଗଲା ରାଞ୍ଚି
ଝାଡ଼ଖଣ୍ଡର ଚାଇବାସାରେ ଆଇଇଡି (IED) ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ନକ୍ସଲମାନେ ସାରଣ୍ଡାରେ ଆଇଇଡି ଖଞ୍ଜିଥିଲେ । ଏହା ବିସ୍ଫୋରଣ ହୋଇ ୨୦୯ କୋବ୍ରା ବାଟାଲିୟନର ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟ କରି ରାଞ୍ଚି ନିଆଯାଇଛି ।…