Below header
Browsing Tag

naxal attack

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ୍‌ ଜିଲ୍ଲାରେ ନକ୍ସଲଙ୍କ ବିସ୍ଫୋରଣ, ୨ ଯବାନ୍‌ ସହିଦ୍‌

କେନ୍ଦୁଝର: ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ୍‌ ଜିଲ୍ଲାରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣରେ ଦୁଇ ଯବାନ୍‌ ସହିଦ୍‌ ହୋଇଛନ୍ତି। ମୃତକ ହେଲେ କନେଷ୍ଟବଳ ହାଇବର ସାହା ଓ କନେଷ୍ଟବଳ କିରଣ ସୁରିନ୍‌। ଯବାନ୍‌ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ…

ଛତିଶଗଡ଼ ସୁକମାରେ IED ବିସ୍ଫୋରଣ: ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସହିଦ, ୯ ଯବାନ ଗୁରୁତର ଆହତ

ଶନିବାର ରାତିରେ ଛତିଶଗଡର ସୁକୁମା ଜିଲ୍ଲାର ତାଦମେତଲା ଅଞ୍ଚଳରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ସିଆରପିଏଫ, ‘କମାଣ୍ଡୋ ବାଟାଲିୟନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍’ (କୋବ୍ରା) ବାଟାଲିୟନ୍ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ସହିଦ ହୋଇଥିବା ବେଳେ ଅନ୍ୟ ୭ ଜଣ…

ଲାଲଗଡ଼ରେ ଲାଲ ଆତଙ୍କର ନକ୍ସା, ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଏକ ବିରାଟ ପଥରରେ ପ୍ରସ୍ତୁତ ହୋଇଛି ମ୍ୟାପ୍‌

ଲାଲ କରିଡରରେ ଲାଲ ଆତଙ୍କର ନକ୍ସା । ନକ୍ସା ପ୍ରସ୍ତୁତ କରିଛନ୍ତି ଟପ୍‌ କ୍ୟାଡର ମାଓବାଦୀ । ପୋଲିସକୁ ଟାର୍ଗେଟ୍‌ କରି ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରିଥିଲେ ମାଓବାଦୀ । ଏକ ବିରାଟ ପଥରରେ ତିଆରି ହୋଇଛି ନକ୍ସା । ଯାହାର ଏକ୍ସକ୍ଲୁସିଭ୍‌ ଭିଜୁଆଲ ଏବେ ହାତରେ ଲାଗିଛି। ପଥରରେ…

ରାୟଗଡ଼ାରେ ନକ୍ସଲଙ୍କ ଉନ୍ମତକାଣ୍ଡ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ବିରୋଧ କରି ଗାଡ଼ି ପୋଡ଼ିଲେ ମାଓବାଦୀ

ରାୟଗଡ଼ା: ରାୟଗଡ଼ାରେ ନକ୍ସଲଙ୍କ ଉନ୍ମତକାଣ୍ଡ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ବିରୋଧ କରି ଗାଡ଼ି ପୋଡ଼ିଲେ ମାଓବାଦୀ । ୨ଟି ଜେସିବି ସହ ଗୋଟିଏ ରୋଲରକୁ ପୋଡ଼ିଛନ୍ତି ମାଓବାଦୀ । ମୁନିଗୁଡ଼ା ବ୍ଳକ୍‌ର ଜଗଦଲପୁର- ଟିକରପଡ଼ା- ଥୁଆପାଡ଼ି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ମାଓବାଦୀ ବିରୋଧ କରିଛନ୍ତି ।…

ଗଢ଼ଚିରୋଲି ନକ୍ସଲ ଆକ୍ରମଣରେ ୧୬ ଯବାନ ସହିଦ୍, ଖୁବ ଶୀଘ୍ର ନିଆଯିବ ପ୍ରତିଶୋଧ କହିଲେ ଡିଜିପି

ମହାରାଷ୍ଟ୍ର ଗଡ଼ଚିରୋଲିରେ ନକ୍ସଲଙ୍କ ତାଣ୍ଡବ। ଆଇଇଡି ବିସ୍ଫୋରଣରେ ୧୬ ଯବାନ ସହିଦ। ସି-୬୦ କମାଣ୍ଡୋ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି। ଗଡ଼ଚିରୋଲିର କୁରଖୋ଼ଡା- କୋରଚି ରାସ୍ତାରେ ୧୬ଜଣ କମାଣ୍ଡୋଙ୍କୁ ନେଇ ଯାଉଥିବା ଗାଡ଼ିରେ ନକ୍ସଲମାନେ ଏହି ବିସ୍ଫୋରଣ ଘଟାଇଛନ୍ତି। ଗତ ୨ବର୍ଷରେ…