ଗଞ୍ଜାମ: ଘରୋଇ କଳିର କରୁଣ ପରିଣତି, ବିଷ ପିଇ ୨ ଭଉଣୀ ମୃତ

ଗଞ୍ଜାମ(କେନ୍ୟୁଜ୍) : ଅଭାବନୀୟ ଘଟଣା । ଘରୋଇ କଳିର କରୁଣ ପରିଣତି । ବିଷ ପିଇ ୨ ଭଉଣୀ ମୃତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗାଁରେ । ମୃତ ଦୁଇ ଭଉଣୀ ହେଲେ ପଦ୍ମନାଭ ଭୂୟାଁଙ୍କ ଦୁଇ ଝିଅ ଦୀପା ଭୂୟାଁ ଓ ଳିଜା ଭୂୟାଁ । ଉଭୟ ବିଷ ପିଇବା ପରେ ମେଡକାଲରେ ଭର୍ତ୍ତି କରାଇଥିଲା । ତେବେ ଜଣେ କବିସୂଯ୍ୟନଗର ଓ ଅନ୍ୟ ଜଣେ ବ୍ରହ୍ମପୁର ବଡ ମେଡିକାରେ ପ୍ରାଣ ହରାଇଥିଲେ । ଏ ନେଇ କବିସୂର୍ଯ୍ୟନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.