Below header

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅଚାନକ ବାଲେଶ୍ବର ମେଡିକାଲ ଗସ୍ତ, କର୍ମଚାରୀ ହୋଇଗଲେ ଅବାକ୍

ବାଲେଶ୍ୱର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅଚାନକ ପରିଦର୍ଶନ ରେ ବାହାରିଥିଲେ । ସକାଳୁ ସକାଳୁ ମନ୍ତ୍ରୀ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ସଂପର୍କରେ ପଚାରି ବୁଝିଥିଲେ । ମେଡିକାଲରେ ବିଭିନ୍ନ ରୋଗୀଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବା ସହ ଉନ୍ନତ ସ୍ବାସ୍ଥ୍ୟ ସେବା ମିଳୁଛି କି ନାହିଁ ସେ ବାବଦରେ ପଚାରି ବୁଝିଥିଲି । ପରେ CDMOଙ୍କ ସହ କଥା ହୋଇ ମେଡିକାଲ ରେ ସ୍ବଚ୍ଛତା ଓ ଉନ୍ନତ ରୋଗୀ ସେବା ପାଇଁ ତାଗିତ କରିଥିଲେ।

pratp sarangiତେବେ ତାଙ୍କର ଏହି ଅଚାନକ ମୁଖ୍ୟ ଡାକ୍ତରଖାନ ଗସ୍ତ କରିବା ବିଷୟରେ ଆଗରୁ ସୂଚନା ମିଳିନଥିବାରୁ କର୍ମାଚରୀ ମାନେ ସାମନ୍ୟ ହଡବଡେଇ ଯାଇଥିଲେ। ସେହିଭଳି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ତାଙ୍କର ଗସ୍ତ ସମ୍ପର୍କରେ ମଧ୍ୟ କୌଣସି ସୂଚନା ପାଇନଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.